କ୍ରୀଡ଼ା

ହକି ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ହେବାକୁଥିବା ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା ଲାଗି ୨୬ ଜଣିଆ ଦଳ ଘୋଷଣା କରିଛି

ହକି ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ହେବାକୁଥିବା ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା ଲାଗି ୨୬ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ଓଡ଼ିଶାରୁ କେବଳ ଅମିତ ରୋହିଦାସ ରହିଛନ୍ତି।

ଭାରତ, ଫ୍ରାନ୍ସ, ନେଦରଲାଣ୍ଡ୍‌ସ ଓ ଆୟୋଜକ ଦକ୍ଷିଣ ଆଫ୍ରିକା‌କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତା ଜାନୁଆରି ୨୨ରୁ କେପ୍‌ଟାଉନ୍‌ରେ ଖେଳାଯିବ। ଦଳର ନେତୃତ୍ବଭାର ହର୍ମନପ୍ରୀତ ସିଂହଙ୍କ କାନ୍ଧରେ ରହିଥିଲା ବେଳେ ହାର୍ଦିକ ସିଂହ ଉପଅଧିନାୟକ ରହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com