ମନୋରଞ୍ଜନ

ମଜାଦାର୍‌ ଭିଡିଓ ଭାଇରାଲ୍‌

ସଲ୍‌ମାନ ଖାନ୍‌ଙ୍କ ‘ଟାଇଗର୍‌-୩’ ଏବେ ବକ୍ସ ଅଫିସ୍‌ରେ ନିଜର ଜଲୱା ଦେଖାଇ ଚାଲିଛି। ନଭେମ୍ବର ୧୨ ତାରିଖରେ ମୁକ୍ତିଲାଭ କରିଥିବା ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ଏହି ସିନେମାଟି ଦେଶରେ ୨୦୦ କୋଟି ଓ ସାରା ବିଶ୍ବରେ ୩୦୦ କୋଟି କ୍ଲବ୍‌ରେ ପ୍ରବେଶ କରି ସାରିଲାଣି।

ଏହି ଫିଲ୍ମରେ ଇମ୍ରାନ ହାସ୍ମିଙ୍କୁ ଦେଖି ଦର୍ଶକ ଆହୁରି ଅଧିକ ଖୁସି ହୋଇଛନ୍ତି। ଏହ ସମୟରେ ଭାଇଜାନଙ୍କର ଏକ ମଜାଦାର୍‌ ଭିଡିଓ ଭାଇରାଲ୍‌ ହୋଇଛି। ଯାହାକୁ ନେଇ ସୋସିଆଲ୍‌ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି।

Related Articles

Back to top button