ଅନ୍ତର୍ଜାତୀୟ

ପାଲେଷ୍ଟାଇନ୍‌ କୁ ମାନବୀୟ ସହାୟତା

ଇସ୍ରାଏଲ୍‌ ଓ ହମାସ୍‌ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଉଗ୍ରତର ହେଉଥିବା ବେଳେ ଆଜି ଭାରତ ପାଲେ‌ଷ୍ଟାଇନ୍‌କୁ ଦ୍ବିତୀୟ ବ୍ୟାଚ୍‌ ସହାୟତା ପଠାଇଥିବା କଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ‘ଏକ୍ସ୍‌’ ପୋଷ୍ଟ୍‌ରୁ ଜଣାପଡ଼ିଛି।

ପାଲେଷ୍ଟାଇନ୍‌ବାସୀଙ୍କ ନିମନ୍ତେ ଆମେ ମାନବୀୟ ସହାୟତା ପଠାଇବା ଜାରି ରଖିଛୁ। ୩୨ ଟନ୍‌ ଓଜନର ସହାୟତା ବହନ କରି ଭାରତୀୟ ବାୟୁସେନାର ଦ୍ବିତୀୟ ବିମାନ ‘ସି୧୭’ ଇଜିପ୍ଟର ଏଲ୍‌-ଏରିଶ୍‌ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଛି।

Related Articles

Back to top button