ଅନ୍ତର୍ଜାତୀୟ

ରୋବୋ ସହ ଶାରୀରିକ ସମ୍ପର୍କ

ବ୍ରିଟେନରୁ ଏକ ଅଦ୍ଭୁତ ସର୍ଭେ ବାହାରିଛି। ଯେଉଁଥିରେ ଏହା ସାମ୍ନାକୁ ଆସିଛି ବ୍ରିଟେନର ପ୍ରତ୍ୟେକ ତୃତୀୟ ବ୍ୟକ୍ତି ରୋବୋ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛନ୍ତି। LELO ପକ୍ଷରୁ ହଜାର ହଜାର ବ୍ରିଟିଶବାସୀଙ୍କୁ ସେମାନଙ୍କରଯୌନ ଅଭ୍ୟାସ ଏବଂ ଇଚ୍ଛା ବିଷୟରେ ପ୍ରଶ୍ନ କରାଯାଇଥିଲା।

ଜଣାପଡ଼ିଥିଲା ପ୍ରତ୍ୟେକ ତୃତୀୟ ବ୍ରିଟିଶଙ୍କର ଏକ ରୋବୋ ସହିତ ଶାରୀରିକ କସମ୍ପର୍କ ଅଛି। ଭବିଷ୍ୟତରେ ମଧ୍ୟ ସମ୍ପର୍କ ପାଇଁ ସେମାନେ ରୋବୋ ବ୍ୟବହାର କରିବେ ବୋଲି କହିଛନ୍ତି।

Related Articles

Back to top button