ମନୋରଞ୍ଜନ

‘ଆନିମଲ୍’ର ଟ୍ରେଲର ରିଲିଜ ହୋଇଛି

୨୦୨୩ ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ୍’ର ଟ୍ରେଲର ରିଲିଜ ହୋଇଛି। ଟ୍ରେଲରରେ ଏପରି ଧମାକାଦାର ଆକ୍ସନ ସିନ୍ ରହିଛି ଯାହାକୁ ଦେଖି ସିନେପ୍ରେମୀମାନେ ଏହାର ଖୁବ ପ୍ରଶଂସା କରିଛନ୍ତି।

ରଣବୀର କପୁର ତାଙ୍କର ସିନେମା କ୍ୟାରିୟରରେ ପ୍ରଥମ ଥର ପାଇଁ ଏଭଳି ଭୟାନକ ଏବଂ ଦୁର୍ଦଶ ଚରିତ୍ରରେ ନଜର ଆସିଛନ୍ତି। ଯାହାକୁ ଦେଖିଲା ପରେ ଦର୍ଶକମାନେ ରଣବୀରଙ୍କ ଅଭିନୟ ଦେଖିବା ପାଇଁ ସିନେମା ଘରକୁ ଟାଣି ହୋଇଯିବେ।

Related Articles

Back to top button