ଅନ୍ୟାନ୍ୟ
ପରବକୁ ମିଳିଲା ଜାତୀୟ ମାନ୍ୟତା
ପରବକୁ ମିଳିଲା ଜାତୀୟ ମାନ୍ୟତା। କୋରାପୁଟର ଆଦିବାସୀ ଲୋକ ମହୋତ୍ସବ ପରବକୁ ଜାତୀୟ ଆଦିବାସୀ ମହୋତ୍ସବ ମାନ୍ୟତା ମିଳିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଘୋଷଣା କରିଥିବା କହିଛନ୍ତି ରାଜ୍ୟ ଭାଷା, କଳା ଓ ସଂସ୍କୃତି ବିଭାଗ। ଏହାକୁ ନେଇ କୋରାପୁଟ ଜିଲ୍ଲରେ ଏକ ସେଲିବ୍ରେସନର ମାହୋଲ ସୃଷ୍ଟି ହୋଇଛି। କୋରାପୁଟ ଜିଲ୍ଲାରେ ୧୯୯୬ ମସିହାରୁ ଆରମ୍ଭ ହୋଇଥିବା ଏହି ଆଦିବାସୀ ମହୋତ୍ସବ ଏବେ ୨୬ବର୍ଷରେ ପହଞ୍ଚିଛି।