କ୍ରୀଡ଼ା

ସୁରେଶ ରାଇନା ତାଙ୍କର ୩୭ ତମ ଜନ୍ମଦିନ

ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ତାଙ୍କର ୩୭ ତମ ଜନ୍ମଦିନ ପାଳନ କରିଛନ୍ତି। ଉତ୍ତରପ୍ରଦେଶ ପାଇଁ ଘରୋଇ ଖେଳୁଥିବା ସୁରେଶ ରାଇନା୧୮ ଟି ଟେଷ୍ଟ ମ୍ୟାଚ ବ୍ୟତୀତ ୨୨୬ ଟି ODI ଏବଂ ୭୮ ଟି -୨୦ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଥିଲେ।

ତେବେ ସୋସିଆଲ ମିଡିଆରେ ଏକ ଫଟୋ ଏକେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ କ୍ରିକେଟର ତାଙ୍କ ପରିବାର ସହିତ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହି ଫଟୋରେ ତାଙ୍କ ପତ୍ନୀଙ୍କ ବ୍ୟତୀତ ତାଙ୍କର ଉଭୟ ପିଲା ନଜର ଆସିଛନ୍ତି।

Related Articles

Back to top button