କ୍ରୀଡ଼ା

ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ୍ ପଦ ପାଇଁ ଶେଷ ହୋଇଛି ସନ୍ଧାନ ପ୍ରକ୍ରିୟା

ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ୍ ପଦ ପାଇଁ ଶେଷ ହୋଇଛି ସନ୍ଧାନ ପ୍ରକ୍ରିୟା । ପୂର୍ବତନ ଚେୟାରମ୍ୟାନ୍ ଜକା ଅଶରଫଙ୍କ ବିକଳ୍ପ ଭାବରେ ନୂଆ ଅଧ୍ୟକ୍ଷଙ୍କୁ ଚୟନ କରିଛି ପାକିସ୍ତାନ ଦଳ । ବିଶ୍ୱକପ ପରାଜୟ ପରେ ପାକିସ୍ତାନର ଅଧିନାୟକ ଏବଂ ନିର୍ଦ୍ଦେଶକ ପରିବର୍ତ୍ତନ ହେବା ପରେ ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଥିଲେ ଜକା ଅଶରଫ ।

ବର୍ତ୍ତମାନ ଦଳର ନୂଆ ଚେୟାରମ୍ୟାନ ଭାବରେ ସୁପ୍ରିମକୋର୍ଟ ଜଣେ ଓକିଲଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଶାହ ଖାୱରଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛି ପିସିବି ।

Related Articles

Back to top button
WP Twitter Auto Publish Powered By : XYZScripts.com