କ୍ରୀଡ଼ା

ରଣଜୀ ଟ୍ରଫିରେ ନମ୍ବର ୧୦ ଏବଂ ନମ୍ବର ୧୧ରେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇର ବ୍ୟାଟ୍ସମ୍ୟାନମାନେ ଐତିହାସିକ ପ୍ରଦର୍ଶନ କରିଛନ୍ତି

ରଣଜୀ ଟ୍ରଫିରେ ନମ୍ବର ୧୦ ଏବଂ ନମ୍ବର ୧୧ରେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇର ବ୍ୟାଟ୍ସମ୍ୟାନମାନେ ଐତିହାସିକ ପ୍ରଦର୍ଶନ କରିଛନ୍ତି। ତନୁଷ କୋଟିୟାନ ଏବଂ ତୁଷାର ଦେଶପାଣ୍ଡେ ୧୦ ନମ୍ବର ଏବଂ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସିବା ପରେ ଶତକ ହାସଲ କରିଛନ୍ତି।

ରଣଜୀ ଇତିହାସରେ ଏହା ଐତିହାସିକ। ଶେଷ ଉଇକେଟ ପାଇଁ ଉଭୟଙ୍କ ମଧ୍ୟରେ ୨୩୨ ରନ ଭାଗିଦାରୀ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com