କ୍ରୀଡ଼ା

ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା ଟିମ୍ ଏକ ନୂଆ ରେକର୍ଡ ସ୍ଥାପନ କରିଛି

ନଭୀ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିମୟରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା ଟିମ୍ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ଟେଷ୍ଟ କ୍ରିକେଟ ଇତିହାସରେ ସର୍ବବୃହତ ବିଜୟ ହାସଲ କରିଛି ଭାରତ ।

ଇଂଲଣ୍ଡକୁ ୩୪୭ ରନର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ଭାରତୀୟ ମହିଳା ଟିମ୍ ଏହି ସଫଳତା ହାସଲ କରିଛି ।ଦୀପ୍ତି ଶର୍ମା ଏହି ମ୍ୟାଚରେ ମୋଟ ୯ଟି ୱିକେଟ ଅକ୍ତିଆର କରି ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com