କ୍ରୀଡ଼ା

ସ୍ପୋଟର୍‌ସ କମ୍ପ୍ଲେକ୍ସରେ ନବନିର୍ମିତ ପିକଲବଲ୍‌ କୋର୍ଟରେ ଓଡ଼ିଶା

ଅହମଦାବାଦର ଅଦାନୀ ସ୍ପୋଟର୍‌ସ ଲାଇନ୍‌ ରିଭର୍ଟଫ୍ରଣ୍ଟ ସ୍ପୋଟର୍‌ସ ପାର୍କରେ ଜାତୀୟ ପିକଲବଲ୍‌ ଚାମ୍ପିୟନଶିପ୍‌ ଡିସେମ୍ବର ୧ରୁ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏଥିରେ ପ୍ରଥମଥରପାଇଁ ଓଡ଼ିଶା ଅଂଶଗ୍ରହଣ କରିବ। ହାଇଓ୍ବେ ହୋଣ୍ଡା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ନବନିର୍ମିତ ପିକଲବଲ୍‌ କୋର୍ଟରେ ଓଡ଼ିଶା ପିକଲବଲ୍‌ ଆସୋସିଏଶନ ସଭାପତି ଶକ୍ତି ରଞ୍ଜନ ଦାସ ଉକ୍ତ ପ୍ରତିଯୋଗିତା ପାଇଁ ଦଳ ଘୋଷଣା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com