କ୍ରୀଡ଼ା

ମୁମ୍ବାଇ ଇଣ୍ଡିଆନ୍ସ ଏକ ଅସୁବିଧାର ସମ୍ମୁଖୀନ ହୋଇଛି

ମୁମ୍ବାଇ ଇଣ୍ଡିଆନ୍ସ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଦଳର ପ୍ରତିଭାବାନ ଉଇକେଟ୍‌ କିପର ବ୍ୟାଟର୍‌ ବିଷ୍ଣୁ ବିନୋଦ ଆହତ କାରଣରୁ ଏହି ସିଜିନରୁ ବାଦ୍‌ ପଡିଛନ୍ତି।

ଏହି ସିଜିନ୍‌ରେ ବିଷ୍ଣୁ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ଖେଳି ନାହାନ୍ତି। କିନ୍ତୁ ବର୍ତ୍ତମାନ ଆହତ କାରଣରୁ ସେ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି। ମୁମ୍ବାଇ ତାଙ୍କ ସ୍ଥାନରେ ହାର୍ଭିକ ଦେଶାଇଙ୍କୁ ସ୍ଥାନ ଦେଇଛି। ଉଇକେଟ୍‌ କିପର ବ୍ୟାଟର୍‌ ବିଷ୍ଣୁ ବିନୋଦଙ୍କ ହାତରେ ଆଘାତ ଲାଗିଛି।

Related Articles

Back to top button
WP Twitter Auto Publish Powered By : XYZScripts.com