କ୍ରୀଡ଼ା

ଆଇପିଏଲ୍ ମାର୍ଚ୍ଚ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆଇପିଏଲ୍ ମାର୍ଚ୍ଚ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଭାରତରେ ସାଧାରଣ ନିର୍ବାଚନ ସମାନ ସମୟରେ ହେବାର ଅଛି, ତେବେ ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଇପିଏଲ ଭାରତରେ ହିଁ ଖେଳାଯିବ।

କୌଣସି ପରିସ୍ଥିତିରେ ଭାରତରୁ ଆଇପିଏଲ ଅନ୍ୟ କେଉଁ ଦେଶକୁ ସ୍ଥାନାନ୍ତର ହେବ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com