କ୍ରୀଡ଼ା

ନବୀନ ଉଲ ହକ୍‌ଙ୍କୁ ବଡ଼ ଝଟକା ଲାଗିଛି

ନବୀନ ଉଲ ହକ୍‌ଙ୍କୁ ବଡ଼ ଝଟକା ଲାଗିଛି। ଚୁକ୍ତିନାମା ଉଲ୍ଲଂଘନ ମାମଲାରେ ଅନ୍ତର୍ଜାତୀୟ ଲିଗ୍‌ ଟି -୨୦ ଆଫଗାନିସ୍ତାନର ତାରକା ପେସର୍‌ ନବୀନ ଉଲ ହକ୍‌ଙ୍କ ଉପରେ ୨୦ ମାସ ପାଇଁ ବ୍ୟାନ୍‌ କରିଛି।

ଅନ୍ତର୍ଜାତୀୟ ଲିଗ୍‌ ଟି -୨୦ରେ ନବୀନ ଶାରଜାହ ୱାରିୟର୍ସର ଏକ ଅଂଶ ଥିଲେ, ଯାହା ସହିତ ସେ ଚୁକ୍ତି ଭଙ୍ଗ କରିଥିଲେ। ପ୍ରଥମ ସିଜନ୍‌ରେ ନବୀନ ଅନ୍ତର୍ଜାତୀୟ ଲିଗ୍‌ ଟି -୨୦ ଖେଳୁଥିବାର ଦେଖିବାକୁ ମିଳିଥିଲା, କିନ୍ତୁ ବର୍ତ୍ତମାନ ଲିଗ୍‌ ତାଙ୍କ ଉପରେ ୨୦ମାସ ପାଇଁ ବ୍ୟାନ୍‌ ଲଗାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com