Featuredକ୍ରୀଡ଼ା

ଭାରତୀୟ ଦଳ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି।

ଆଗାମୀ କିଛି ମାସ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଭାରତୀୟ ଦଳ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି।

ଏହି ସିରିଜ ପରେ ଭାରତୀୟ ଖେଳାଳିମାନେ ଆସନ୍ତା ୩ମାସ ପାଇଁ ବିଶ୍ୱର ସବୁଠୁ ବଡ କ୍ରିକେଟ ଲିଗ ଆଇପିଏଲରେ ବିଭିନ୍ନ ଦଳ ସହିତ ଖେଳୁଥିବା ଦେଖିବାକୁ ମିଳିବ। ଆଇପିଏଲ ପରେ ତୁରନ୍ତ ଭାରତକୁ ଟି -୨୦ ବିଶ୍ୱକପ୍‌ ୨୦୨୪ ରେ ଭାଗ ନେବାକୁ ପଡିବ। ଖେଳାଳିଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ବିସିସିଆଇ କିଛି ବିଶେଷ ନିଷ୍ପତ୍ତି ନେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com