କ୍ରୀଡ଼ା

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ଏକ ଝଟକା ଲାଗିଛି

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ଏକ ଝଟକା ଲାଗିଛି | ଦଳର ଷ୍ଟାର ଫାଷ୍ଟ ବୋଲର ଆହତ କାରଣରୁ ସମଗ୍ର ସିଜିନରୁ ବାହାରିଯାଇଛନ୍ତି । ଏହି ବୋଲରଙ୍କ ନାମ ଶିବମ ମାଭି |

୨୫ ବର୍ଷୀୟ ଶିବମ ମାଭିଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଆଇପିଏଲ୍ ୨୦୨୪ ନିଲାମରେ ୬.୪ କୋଟି ଟଙ୍କାରେ କିଣିଥିଲା। ମାଭି ସିଜିନ ଆରମ୍ଭରୁ ସମ୍ପୂର୍ଣ୍ଣ ଫିଟ୍ ନଥିଲେ ଏବଂ ସେଥିପାଇଁ ସେ ଚଳିତ ସିଜନରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com