କ୍ରୀଡ଼ା

ରେକର୍ଡ ଭାଙ୍ଗିଲେ ଇଶାନ କିଶନ

ପାରା ଆଥଲେଟମାନେ ସରକାରଙ୍କ ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମର ଅଂଶବିଶେଷ ହୋଇପାରିବେ। ଏଥିଲାଗି ଆଗାମୀ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ସେମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଇଭେଣ୍ଟର ମାସ୍କଟ ଓ ଲୋଗୋ ଉନ୍ମୋଚନ ଅବସରରେ ଏହି ସୂଚନା ଦେଇଛନ୍ତି। ଉଦ୍‌ଘାଟନୀ ଖେଲୋ ଇଣ୍ଡିଆ ଡିସେମ୍ବର ୧୦ରୁ ୧୭ ପର୍ଯ୍ୟନ୍ତ ହେବ। ପ୍ରତିଯୋଗିତାରେ ୩୦୦ ଆଥଲେଟ ଓ ସପୋର୍ଟ ଷ୍ଟାଫ୍‌ ଅଂଶଗ୍ରହଣ କରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com