ଅନ୍ୟାନ୍ୟ
ବଲାଙ୍ଗୀର ଆୟକର ବିଭାଗ ହାତରେ ଲାଗିଛି ଏକ ନାଲି ଫାଇଲି

ସୁଦପଡା ଦେଶୀ ମଦଭାଟି ଚଢ଼ାଉ ୫ମ ଦିନରେ ଚାଲିଥିବା ବେଳେ ବଲାଙ୍ଗୀର ଆୟକର ବିଭାଗ ହାତରେ ଲାଗିଛି ଏକ ନାଲି ଫାଇଲି । ଏହି ଟିପା ଖାତାରେ ରହିଛି ମଦ ଭାଟିରୁ ଚାନ୍ଦା ନେଉଥିବା ଏକାଧିକ ଲୋକଙ୍କ ନାଁ ।
ଦୀର୍ଘ ବର୍ଷ ଧରି ଏହି ଫାଇଲ ପରିଚାଳନା କରୁଥିଲେ ମୁଖ୍ୟ ମ୍ୟାନେଜର ରାଜେଶ ସାହୁ ଓ ଫାଇନାନସିଆଲ ମ୍ୟାନେଜର ବଣ୍ଟି ସାହୁ I