ରାଜନୀତି

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟିନେତା

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟିନେତା ସଞ୍ଚୟ ସିଂଙ୍କ ଅଡୁଆ କମିବାର ନାଁ ଧରୁନାହିଁ। କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ପୁଣି ଡିସେମ୍ବର ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ନିଜ ଗିରଫଦାରୀକୁ ଭୁଲ ବୋଲି କହୁଥିବା ଆମ ଆଦମୀ ପାର୍ଟି ଏମ୍‌ପି ସଞ୍ଜୟ ସିଂ ସୁପ୍ରିମକୋର୍ଟରେ ଜାମିନ୍‌ ଆବେଦନ କରିଛନ୍ତି। ଏହି ଆବେଦନ ଶୁଣାଣି ବେଳେ ତାଙ୍କୁ କୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ମିଳି ନ ଥିଲା। ତେବେ ଫେବୃଆରୀ ୨ରେ ଜାମିନ ଆବେଦନ ଉପରେ ଉଠାଯାଇଥିବା ଆଇନଗତ ପ୍ରଶ୍ନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

Related Articles

Back to top button