ଜାତୀୟ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ ସୁପ୍ରିମକୋର୍ଟ ମଧ୍ୟ ଅନୁମୋଦନ କରିଛନ୍ତି

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ ସୁପ୍ରିମକୋର୍ଟ ମଧ୍ୟ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ସାମ୍ବିଧାନିକ ବୈଧ ବୋଲି କୋର୍ଟ ମଧ୍ୟ ଗ୍ରହଣ କରିଛନ୍ତି। ଧାରା ୩୭୦ ଅସ୍ଥାୟୀ ଥିଲା।

ସମ୍ବିଧାନର ସମସ୍ତ ବ୍ୟବସ୍ଥା ଜମ୍ମୁ କଶ୍ମୀରରେ ପ୍ରଯୁଜ୍ୟ ହେବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି। ପାକିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଜଲିଲ ଅବ୍ବାସ ଜିଲାନି କହିଛନ୍ତି, ପାକିସ୍ତାନ IIOJKର ସ୍ଥିତି ଉପରେ ଭାରତର ସୁପ୍ରିମକୋର୍ଟ ଘୋଷଣା କରିଥିବା ନିଷ୍ପତ୍ତିକୁ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରୁଛି।

Related Articles

Back to top button