ମନୋରଞ୍ଜନ

ଶ୍ରେୟସ୍‌ ତଲପଡ଼େ ହୃଦ୍‌ଘାତର ଶିକାର

ବଲିଉଡ୍‌ ଅଭିନେତା ଶ୍ରେୟସ୍‌ ତଲପଡ଼େ ଗୁରୁବାର ହୃଦ୍‌ଘାତର ଶିକାର ହେବା ପ‌ରେ ତାଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଯାଇଥିଲା। ଏବେ ଘଟଣାର ୪୮ଘଣ୍ଟା ପରେ ଶ୍ରେୟସଙ୍କ ଅବସ୍ଥ‌ା ସୁଧୁରୁଥିବା ଜଣାପଡ଼ିଛି। ସୂଚନା ମିଳିଛି ଯେ, ଶ୍ରେୟସ୍‌ ପରିବାରକୁ ଦେଖି ହସିଛନ୍ତି।

‘ୱେଲ୍‌କମ୍‌ ଟୁ ଦି ଜଙ୍ଗଲ୍‌’ ଚଳଚ୍ଚିତ୍ର ନିମନ୍ତେ ଶ୍ରେୟସଙ୍କ ସୁଟିଙ୍ଗ୍‌ ଚାଲିଥିଲା । ସୁଟିଂ ଶେଷ ହେବାପରେ ଅଭିନେତ‌ା ହୃଦ୍‌ଘାତର ଶିକାର ହୋଇଥିଲେ।

Related Articles

Back to top button