ମନୋରଞ୍ଜନ

ଭାରତର ସବୁଠାରୁ ଦାମୀ ଗୀତିକାର ହେଉଛନ୍ତି ସମ୍ପୁର୍ଣ୍ଣ ସିଂ କାଲର

ଭାରତର ସବୁଠାରୁ ଦାମୀ ଗୀତିକାର ହେଉଛନ୍ତି ସମ୍ପୁର୍ଣ୍ଣ ସିଂ କାଲର, ଯିଏ ଗୁଲଜାର ନାମରେ ସାରା ଦେଶରେ ପ୍ରସିଦ୍ଧ।

ସେ ହେଉଛନ୍ତି ଭାରତର ଅନ୍ୟତମ ସୃଜନଶୀଳ ତଥା ସମ୍ମାନିତ ଗୀତିକାର, ଯିଏକି ଗତ ୬ଦଶନ୍ଧି ଧରି ହିନ୍ଦୀ ସିନେମା ପାଇଁ ଗୀତ ଲେଖୁଥିଲେ। ସେ ଚଳଚ୍ଚିତ୍ର ଲେଖିଛନ୍ତି ଏବଂ ନିର୍ମାଣ କରିଛନ୍ତି। ୮୮ ବର୍ଷ ବୟସରେ ମଧ୍ୟ ସେ ଏକ ଗୀତ ଲେଖିବା ପାଇଁ ୨୦ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି, ଯାହାକି ଅନ୍ୟ ଗୀତିକାରଙ୍କ ଦେୟଠାରୁ ଯଥେଷ୍ଟ ଅଧିକ ଅଟେ।

Related Articles

Back to top button
WP Twitter Auto Publish Powered By : XYZScripts.com