ମନୋରଞ୍ଜନ

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ନୂଆବର୍ଷରେ ନୂଆ ଅବତାରରେ ଦେଖିବାକୁ ମିଳିବ

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ନୂଆବର୍ଷରେ ନୂଆ ଅବତାରରେ ଦେଖିବାକୁ ମିଳିବ। ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ଘୋଷଣା ହେବା ପରଠାରୁ ଦର୍ଶକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି।

ତେବେ ୧୨ ଜାନୁୟାରୀ ୨୦୨୪ରେ ଏହି ଫିଲ୍ମ୍‌ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ପ୍ରଥମ ଥର ପାଇଁ କ୍ୟାଟ୍ରିନା କୈଫ୍‌ ଏବଂ ବିଜୟ ସେତୁପାଠୀ ଏକ ଭୟଙ୍କର ଅବତାରରେ ନଜର ଆସିଛନ୍ତି।

Related Articles

Back to top button