ମନୋରଞ୍ଜନ

ବର୍ତ୍ତମାନ ହୋମ୍ବଲେ ଫିଲ୍ମସ ‘ସାଲାର ପାର୍ଟ- ୧’ର ପ୍ରଯୋଜନା କରିଛି

ବର୍ତ୍ତମାନ ହୋମ୍ବଲେ ଫିଲ୍ମସ ‘ସାଲାର ପାର୍ଟ- ୧’ର ପ୍ରଯୋଜନା କରିଛି।ଡିସେମ୍ବର ୨୨ରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଫିଲ୍ମର ସିନେମାଟୋଗ୍ରାଫର ଏକ ବଡ଼ ଖୁଲାସା କରିଛନ୍ତି।

ସେ କହିଛନ୍ତି ଯେ, “ଆମେ ଫିଲ୍ମର ସୁଟିଂ ପାଇଁ ରାମୋଜି ଫିଲ୍ମ ସିଟି ଭିତରେ ଆଉ ଏକ ରାମୋଜି ଫିଲ୍ମ ସିଟି-୨ ନିର୍ମାଣ କରିଥିଲୁ। ପ୍ରାୟ ୧୦୦ଏକରରୁ ଅଧିକ ଅଞ୍ଚଳରେ ସୁଟିଂ ସେଟ୍ ନିର୍ମାଣ କରାଯାଇଛି। ମୋ ମତରେ, ‘ସାଲାର’ର ବଜେଟ ‘କେଜିଏଫ’ଠାରୁ ପାଞ୍ଚ ଗୁଣ ଅଧିକ।

Related Articles

Back to top button
WP Twitter Auto Publish Powered By : XYZScripts.com