![](https://i0.wp.com/odia.mobilenews24x7.com/wp-content/uploads/2023/12/712a35cff9c5c065cc16e47b0552388a-j0JH3P.jpeg?resize=400%2C267&ssl=1)
ରାଜ୍ୟର କୃଷକମାନଙ୍କୁ ଫସଲ ଋଣ ପ୍ରଦାନ କ୍ଷେତ୍ରରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ସବୁଠାରୁ ଆଗରେ ଥିବାବେଳେ ଘରୋଇ ବ୍ୟାଙ୍କ୍ଗୁଡିକ ସବୁଠାରୁ ପଛରେ ପଡିଛନ୍ତି ।
ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରଦାନ କୃଷକମାନଙ୍କୁ ପ୍ରଦାନ କରାଯାଇଥିବା ଏହି ଋଣ ମଧ୍ୟରୁ ଘରୋଇ ବ୍ୟାଙ୍କ୍ମାନେ ୮.୨ ପ୍ରତିଶତ ଦେଇଥିବାବେଳେ ସମବାୟ ବ୍ୟାଙ୍କ୍ ୪୫.୫୯ ପ୍ରତିଶତ ଋଣ ପ୍ରଦାନ କରିଛନ୍ତି ।