ଓଡ଼ିଶା

ନୂଆବର୍ଷରୁ ବରିଷ୍ଠ ନାଗରିକଙ୍କ ହିତରେ ରାଜ୍ୟ ସରକାର ଆଉ କିଛି ନୂଆ ଯୋଜନା ପ୍ରଣୟନ କରିପାରନ୍ତି

ବରିଷ୍ଠ ନାଗରିକମାନେ କିପରି ଅଧିକରୁ ଅଧିକ ସରକାରୀ ଯୋଜନାର ଲାଭ ଉଠାଇବେ ସେନେଇ ରାଜ୍ୟ ସାମାଜିକ ସଶକ୍ତିକରଣ ବିଭାଗ ଯୋଜନା କରୁଛି। ନୂଆବର୍ଷରୁ ବରିଷ୍ଠ ନାଗରିକଙ୍କ ହିତରେ ରାଜ୍ୟ ସରକାର ଆଉ କିଛି ନୂଆ ଯୋଜନା ପ୍ରଣୟନ କରିପାରନ୍ତି।

ଏଥିପାଇଁ ଆସନ୍ତା ୮ ତାରିଖରେ ଏକାଧିକ ବିଭାଗକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଉଥିବା ଜଣାପଡ଼ିଛି।

Related Articles

Back to top button