ଜାତୀୟ
ଅଦରକାରୀ ଜିନିଷ ବିକ୍ରି କରି ସରକାର ୧୧୬୩ କୋଟି ଟଙ୍କା ପାଇଛନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଅଧିନରେ ଥିବା ମନ୍ତ୍ରଣାଳୟ ଅଦକାରୀ ଫାଇଲ୍, ଖରାପ ହୋଇଯାଇଥିବା ଅଫିସ ଉପକରଣ ଓ ପୁରୁଣା ଗାଡି ଇତ୍ୟାଦି କବାଡି ବାଲାକୁ ବିକ୍ରି କରି ମାଲମାଲ ହୋଇଛନ୍ତି।
ଏହି ଅଦରକାରୀ ଜିନିଷ ବିକି ସରକାର ଚନ୍ଦ୍ରାୟାନ-୩ ବଜେଟ ୬୦୦କୋଟି ଟଙ୍କାର ଦୁଇଗୁଣ ଅଧିକ ଟଙ୍କା ଆୟ କରିଛନ୍ତି। ଅକ୍ଟୋବର ୨୦୨୧ରୁ ଏବେ ଯାଏଁ ଅଦରକାରୀ ଜିନିଷ ବିକ୍ରି କରି ସରକାର ୧୧୬୩ କୋଟି ଟଙ୍କା ପାଇଛନ୍ତି।