ମନୋରଞ୍ଜନ

କୋରିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଆଉ ଏକ ଦୁଃଖଦ ଖବର ଆସିଛି

କୋରିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଆଉ ଏକ ଦୁଃଖଦ ଖବର ଆସିଛି। ଅଭିନେତା ଲି ସୁନ କ୍ୟୁନଙ୍କ ପରେ ବର୍ତ୍ତମାନ ଅଭିନେତ୍ରୀ ବୋନି ଲାଇ ସୁକ ୟିନ ମଧ୍ୟ ଚିରକାଳ ପାଇଁ ବିଦାୟ ଦେଇଛନ୍ତି।

ଖବର ଅନୁଯାୟୀ ୨୬ଡିସେମ୍ବରରେ ଅଭିନେତ୍ରୀ ଆତ୍ମହତ୍ୟା କରିଥିଲେ। ଏହି ଖବର ତାଙ୍କ ପୂର୍ବତନ ସ୍ବାମୀଙ୍କ ଦ୍ୱାରା ନିଶ୍ଚିତ ହୋଇଛି। ଏହି ଖବର ଦେଖି ଅଭିନେତ୍ରୀଙ୍କ ପୁରା ପରିବାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com