ମନୋରଞ୍ଜନ

ବଲିଉଡ ସୁନ୍ଦରୀ ରଶ୍ମିକା ମନ୍ଧାନାଙ୍କ ଭିଡିଓ ଭାଇରାଲ

ବଲିଉଡ ସୁନ୍ଦରୀ ରଶ୍ମିକା ମନ୍ଧାନାଙ୍କ ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଏହାକୁ ନେଇ ଅଜଣା ଭୟ ସୃଷ୍ଟି ହୋଇଛି । କେବଳ ରଶ୍ମିକା ନୁହେଁ, କ୍ୟାଟ୍ରିନା କୈଫ ଏବଂ କାଜୋଲଙ୍କ ଡିପ୍ ଫେକ୍ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏଭଳି ଡିପ୍ ଫେକ୍ ଭିଡିଓ ଲୋକତନ୍ତ୍ର ଉପରେ ଏକ ବଡ଼ ବିପଦ ବୋଲି କହିଛନ୍ତି ଆଇ.ଟି ମିନିଷ୍ଟର ଅଶ୍ୱିନୀ ବୈଷ୍ଣବ । ତେଣୁ ଏହାକୁ ରୋକିବା ପାଇଁ ଆସନ୍ତା ୧୦ ଦିନ ମଧ୍ୟରେ ନୂଆ ନିୟମ ପ୍ରସ୍ତୁତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଏଭଳି ଡିପ୍-ଫେକ୍ ଭିଡିଓ ଅପଲୋଡ କରୁଥିବା ବ୍ୟକ୍ତି/ସଂସ୍ଥା ଏବଂ ଏହାର ପ୍ଲାଟଫର୍ମ ଉପରେ ଜରିମାନା ଲାଗୁ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com