ଓଡ଼ିଶା

ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟରେ ଅଗ୍ରସର ହେଉଛି ଓଡ଼ିଶା

ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟରେ ଅଗ୍ରସର ହେଉଛି ଓଡ଼ିଶା। ଭୁବନେଶ୍ୱରର ଅନ୍ଧାରୁଆ ଠାରେ ଭାରତ ବାୟୋଟେକ୍‌‌ ଟିକା

ଉତ୍ପାଦନ ପାଇଁ ୫୦୦ କୋଟି ଟଙ୍କା ବିନିଯୋଗ କରିଥିବା ବେଳେ ନିକଟ ଭବିଷ୍ୟତରେ ଆଉ ୭୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯାଉଛି। ପ୍ରକଳ୍ପର ସମ୍ପ୍ରସାରଣ କରି ଗବେଷଣା କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ଲକ୍ଷ୍ୟରେ ଅଛି। ଅପରପକ୍ଷେ ମେକ୍‌‌ ଇନ୍‌‌ ଓଡ଼ିଶା ସମ୍ମିଳନୀରେ ହସ୍ତଗତ ପ୍ରସ୍ତାବ ଆଧାରରେ ପୁଞ୍ଜିନିବେଶ ଆରମ୍ଭ ହେବ ବୋଲି କୁହାଯାଇଛି।

Related Articles

Back to top button