ଓଡ଼ିଶା
ଆହୁରି ଦୁଇ ଦିନ କଲବଲ କରିବ ଘନ କୁହୁଡ଼ି
![](https://i0.wp.com/odia.mobilenews24x7.com/wp-content/uploads/2024/01/20231229016-2.png?resize=299%2C220&ssl=1)
ଆହୁରି ଦୁଇ ଦିନ କଲବଲ କରିବ ଘନ କୁହୁଡ଼ି। ବୁଧବାର ରାତିରୁ ଗୁରୁବାର ସୁଦ୍ଧା ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟରେ ଘନ କୁହୁଡ଼ି ଆଶଙ୍କା ରହିଛି।
ସେହିପରି ଗୁରୁବାର ରାତିରୁ ଶୁକ୍ରବାର ସକାଳ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା କଟକ, ଜଗତସିଂହପୁର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।।