ଜାତୀୟ

ଓଡିଶା ଡ୍ରାଇଭର ମହାସଂଘ ମଧ୍ୟ ସାମିଲ ହେବ

ନୂଆ ହିଟ୍‌ ଆଣ୍ଡ ରନ ଆଇନକୁ ବିରୋଧ କରି ଦୁଇ ଦିନ ତଳେ ପ୍ରତ୍ୟାହୃତ ହୋଇଥିବା ଆନ୍ଦୋଳନ ଆଜିଠୁ ପୁଣି ଥରେ ସମଗ୍ର ଦେଶରେ ଆରମ୍ଭ ହୋଇଛି। ଏଥିରେ ଓଡିଶା ଡ୍ରାଇଭର ମହାସଂଘ ମଧ୍ୟ ସାମିଲ ହେବ।

ସମଗ୍ର ରାଜ୍ୟର ଡ୍ରାଇଭର ଆଗାମୀ ଦୁଇ ଦିନ ମଧ୍ୟରେ ନିଜ ଗାଡିକୁ ଘରେ କିମ୍ବା ନିଜ ମାଲିକଙ୍କ ଜିମା ଦେଇ ଆନ୍ଦୋଳନରେ ସାମିଲ ହେବେ । ଏନେଇ ରାଜ୍ୟ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି।

Related Articles

Back to top button