ଜାତୀୟ
୨୦୨୩ ମସିହା ଥିଲା ଏସ୍ଟିଏଫ୍ର ସଫଳତାର ବର୍ଷ

୨୦୨୩ ମସିହା ଥିଲା ଏସ୍ଟିଏଫ୍ର ସଫଳତାର ବର୍ଷ । ଏ ବର୍ଷ ୪୧ ଟି ମାମଲା ରୁଜୁ କରି ୭୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଓଡ଼ିଶା ସମେତ ୬ ରାଜ୍ୟର ୭୫ କୁଖ୍ୟାତ ଅପରାଧି ରହିଛନ୍ତି ।
୮ କିଲୋ ବ୍ରାଉନସୁଗର , ୪୫୬ କୁଇଣ୍ଟାଲ ଗଞ୍ଜେଇ, ୨ କେଜି ୮ ଶହ ୮୦ ଗ୍ରାମ ଅଫିମ ସହ ନଗଦ ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇଛି । ଗୋଟିଏ କେସରେ ନିଶା ମାଫିଆଙ୍କ ୭୫ ଲକ୍ଷର ସମ୍ପତ୍ତି ବ୍ୟାଜପ୍ତି ହୋଇଛି । ୭୨ ଲକ୍ଷ ୪୩ହଜାର ୫ଶହ ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି ।