ଅନ୍ତର୍ଜାତୀୟ
ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଏକ ସେନା ଗାଡି ଉପରେ ବୋମା ଆକ୍ରମଣ କରାଯାଇଛି
![](https://i0.wp.com/odia.mobilenews24x7.com/wp-content/uploads/2024/01/96028637_039432460afp.jpg?resize=780%2C470&ssl=1)
ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଏକ ସେନା ଗାଡି ଉପରେ ବୋମା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅତି କମରେ ପାକିସ୍ତାନୀ ସୈନିକଙ୍କର ମୃତ୍ୟୁ ହୋଇଛି। ବାଲୁଚିସ୍ତାନର କେଚ ପ୍ରଦେଶରେ ଏହି ଘଟଣା ଘଟିଛି।
ଗତ କିଛି ଦଶନ୍ଧି ଧରି ଏହି ଅଞ୍ଚଳରେ ସେନା ବିରୋଧରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରାଗ ରହିଛି। ପାକିସ୍ତାନୀ ସେନା ଏକ ବିବୃତ୍ତିରେ କହିଛି ଯେ, ଏକ ସେନା ଗାଡିରେ ଆଇଡି ବିସ୍ଫୋରଣ ହୋଇଛି। ସେନା କହିଛି, ବୋମା ବିସ୍ଫୋରଣରେ ଆମର ୫ ଜଣ ସୈନିକଙ୍କର ମୃତ୍ୟୁ ହୋଇଛି।