ଅନ୍ତର୍ଜାତୀୟ

ଆମେରିକା ପୁଣି ଥରେ ନିଜର ପ୍ରକୃତ ରଙ୍ଗ ଦେଖାଇଛି

ଆମେରିକା ପୁଣି ଥରେ ନିଜର ପ୍ରକୃତ ରଙ୍ଗ ଦେଖାଇଛି। ଦ ୱାୟାର ରିପୋର୍ଟ ଅନୁଯାୟୀ, ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଷଡଯନ୍ତ୍ରକୁ ନେଇ ଆମେରିକା ବର୍ତ୍ତମାନ ଭାରତକୁ ୩ ବିଲିୟନ ଡଲାରରେ ବିକ୍ରି କରିବାକୁ ଥିବା ୩୧ ଏମକ୍ୟୁ୯ ଏସି ଗାର୍ଡିଆନ ଏବଂ ସ୍କାଏ ଗାର୍ଡିଆନ ଡ୍ରୋନ ବନ୍ଦ କରି ଦେଇଛି।

ଆମେରିକା ସ୍ପଷ୍ଟ କରିଛି ଯେ, ସେ ଏପର୍ଯ୍ୟନ୍ତ ଏହି ଡିଲ ଉପରେ ଆଲୋଚନା କରୁଛି। ୨୦୨୩ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏହି ଚୁକ୍ତି ଘୋଷଣା କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com