ଅନ୍ତର୍ଜାତୀୟ

ଆମେରିକାର ପୂର୍ବତନ କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନେକ ଲୋକଙ୍କ ଟ୍ୟାକ୍ସ ରେକର୍ଡ ଚୋରି

ଆମେରିକାର ପୂର୍ବତନ କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନେକ ଲୋକଙ୍କ ଟ୍ୟାକ୍ସ ରେକର୍ଡ ଚୋରି ଏବଂ ଲିକ୍‌ କରିବା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

କୋର୍ଟ ଦୋଷୀକୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ହଜାର ହଜାର ଆମେରିକୀୟ ବିଲିୟନେୟାରଙ୍କ ଆୟକର ରିଟର୍ନକୁ ବେଆଇନ ଭାବେ ସାର୍ବଜନୀନ କରିବାରେ କୋର୍ଟ ୩୮ ବର୍ଷିୟ ଚାଲର୍‌ସ ଲିଟିଲ ଜୋନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Related Articles

Back to top button