ଅନ୍ତର୍ଜାତୀୟ
ଫେବୃଆରୀ ୧୪ରେ ୟୁଏଇର ରାଜଧାନୀ ଆବୁଧାବିରେ ପ୍ରଧାନମନ୍ତ୍ରୀ ମୋଦି ବିଏପିଏସ୍ ହିନ୍ଦୁ ମନ୍ଦିରର ଉଦ୍ଘାଟନ କରିବେ

ଫେବୃଆରୀ ୧୪ରେ ୟୁଏଇର ରାଜଧାନୀ ଆବୁଧାବିରେ ପ୍ରଧାନମନ୍ତ୍ରୀ ମୋଦି ବିଏପିଏସ୍ ହିନ୍ଦୁ ମନ୍ଦିରର ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଏପିଏସ୍ ହିନ୍ଦୁ ମନ୍ଦିରରେ ସାରା ବିଶ୍ୱରୁ କୂଟନୀତିଜ୍ଞମାନେ ଉପସ୍ଥିତ ଥିଲେ।
ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର କୂଟନୀତିଜ୍ଞମାନଙ୍କୁ ଧନ୍ୟବାଦ ଜଣାଇବା ସହ ମନ୍ଦିର ନିର୍ମାଣରେ ଖୁସି ବ୍ୟକ୍ତ କରିଥିଲେ। ସେ କହିଛନ୍ତି, ଏହା ଅସମ୍ଭବ କିନ୍ତୁ ସ୍ବପ୍ନ ବାସ୍ତବରେ ପରିଣତ ହୋଇଛି। ଏହି ସମୟରେ କୂଟନୀତିଜ୍ଞମାନେ ମନ୍ଦିରର ସ୍ଥାପତ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ।