ଓଡ଼ିଶା
ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି
![](https://i0.wp.com/odia.mobilenews24x7.com/wp-content/uploads/2024/02/82007763.webp?resize=400%2C300&ssl=1)
ରାଜ୍ୟ ସରକାର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବକ, ବିବାହିତ ଓ ବୟସ୍କ ସମସ୍ତଙ୍କ ପାଇଁ ଅନେକ ଯୋଜନା ଲାଗୁ କରିଛନ୍ତି । ଏହା ମଧ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ।
ଖୁବଶୀଘ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ସେଲ୍ ଗଠନ କରାଯିବ । ରାଜ୍ୟ ସରକାରଙ୍କର ବିଭିନ୍ନ ସଂସ୍ଥାର ବିଶେଷଜ୍ଞମାନେ ଏହାର ସଦସ୍ୟ ରହିବେ । ସେମାନେ ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ବୃଦ୍ଧାଶ୍ରମଗୁଡ଼ିକୁ ନିରୀକ୍ଷଣ କରିବେ ବୋଲି ଜଣାପଡ଼ିଛି ।