ଓଡ଼ିଶା

ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ

ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ । ବିଭିନ୍ନ ଦାବି ନେଇ କାଲି ଠାରୁ ଆନ୍ଦୋଳନ କରିଆସୁଥିବା ହଜାର ହଜାର କର୍ମଚାରୀ ଆଜି ବିଏମସି ଅଫିସ ଘେରାଉ କରିଥିଲେ ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି କମିଶନର ଓ ମେୟରଙ୍କ ଉପସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com