ଜାତୀୟ

ଝାଡଖଣ୍ଡରେ ନୂଆ ସରକାର ଗଠନ ହେବା ପରେ କ୍ଷମତାଧାରୀ ଦଳ ଲାଗି ଫ୍ଲୋର ଟେଷ୍ଟ ପାସ୍ କରିବା ଏକ ବଡ ଆହ୍ୱାନ ଅଟେ

ଝାଡଖଣ୍ଡରେ ନୂଆ ସରକାର ଗଠନ ହେବା ପରେ କ୍ଷମତାଧାରୀ ଦଳ ଲାଗି ଫ୍ଲୋର ଟେଷ୍ଟ ପାସ୍ କରିବା ଏକ ବଡ ଆହ୍ୱାନ ଅଟେ । ଏଥିପାଇଁ ଝାଡଖଣ୍ଡ ବିଧାନସଭାର ୨ ଦିବସୀୟ ବିଶେଷ ଅଧିବେଶନ ୫ ଫେବୃୟାରୀରୁ ବସିବ ।

ସେହିପରି ଫ୍ଲୋର ଟେଷ୍ଟରେ ସାମିଲ ହେବା ପାଇଁ କ୍ଷମତାସୀନ ଦଳର ବିଧାୟକ ହାଇଦ୍ରାବାଦରୁ ରାଞ୍ଚି ପହଞ୍ଚିବେ । ଅନ୍ୟପକ୍ଷରେ ଦଳ ଉପରେ ଅସନ୍ତୁଷ୍ଟ ଥିବା ଲୋବିନ୍ ହେମ୍ବ୍ରମ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସହ ସାକ୍ଷାତ କରିଛନ୍ତି । ଏହା ସହିତ ସେ ବସନ୍ତ ସୋରେନଙ୍କୁ ମଧ୍ୟ ଭେଟିଛନ୍ତି ।

Related Articles

Back to top button