ଓଡ଼ିଶା
ପୁଣି ଶୀତରେ ଥରିବ ଓଡ଼ିଶା
![](https://i0.wp.com/odia.mobilenews24x7.com/wp-content/uploads/2024/02/0.63759500_1669908886_winter.jpg?resize=780%2C470&ssl=1)
ପୁଣି ଶୀତରେ ଥରିବ ଓଡ଼ିଶା ! ଆସନ୍ତା ୧୧ ଓ ୧୨ ତାରିଖରେ ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । କାରଣ ଏହି କିଛି ଦିନ ହେବ ଶୀତ କମିବା ପରେ ପ୍ରବଳ ଖରା ଆରମ୍ଭ ହୋଇଛି ।
ରାଜ୍ୟରେ ଏବେ କିଛି ଜିଲ୍ଲାରେ ଘନକୁହୁଡି ମଧ୍ୟ ହୋଇପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।