ମନୋରଞ୍ଜନ

ନିକଟରେ ‘ଲାଲ ସଲାମ’ ସିନେମାର ଟିଜର ରିଲିଜ ହୋଇଛି

ନିକଟରେ ‘ଲାଲ ସଲାମ’ ସିନେମାର ଟିଜର ରିଲିଜ ହୋଇଛି। ଏଥିରେ ରାଜନୀକାନ୍ତଙ୍କୁ ଖବୁ ଅଳ୍ପ ସମୟର ଅଭିନୟ ରହିଥିବା ଜଣାପଡ଼ିଛି। କହିବାକୁ ଗଲେ ସିନେମାରେ ତାଙ୍କର ଅଭିନୟ ସମୟ ମାତ୍ର ୩୦-୪୦ମିନିଟର ରହିଛି।

ଏଥିପାଇଁ ଅଭିନେତା ପ୍ରତି ମିନିଟ ହିସାବରେ ପାଖାପାଖି ୪୦‌କୋଟି ଟଙ୍କାର ପାରିଶ୍ରମିକ ନେଇଛନ୍ତି।

Related Articles

Back to top button