ରାଜନୀତି

ଚଣ୍ଡିଗଡ଼ ମେୟର ନିର୍ବାଚନ ନେଇ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି

ଚଣ୍ଡିଗଡ଼ ମେୟର ନିର୍ବାଚନ ନେଇ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବିଜେପି ଓ ଆପ୍ ମଧ୍ୟରେ ବିବାଦରେ ୮ଟି ‘ଅବୈଧ’ ଭୋଟ୍ ର ଶୁଣାଣି କରିଛନ୍ତି।

ଏହାକୁ ବୈଧ ବୋଲି ବିବେଚନା କରାଯିବ ଏବଂ ଏହାକୁ ଆଧାର କରି ଫଳାଫଳ ଘୋଷଣା କରାଯିବ ବୋଲି ରାୟ ଦେଇଛନ୍ତି।

Related Articles

Back to top button