ଜାତୀୟ
ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ବଡ଼ ବଡ଼ ନେତାଙ୍କୁ ଲୋକପ୍ରିୟତା ମାମଲାରେ ପଛରେ ପକାଇ ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି
ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ବଡ଼ ବଡ଼ ନେତାଙ୍କୁ ଲୋକପ୍ରିୟତା ମାମଲାରେ ପଛରେ ପକାଇ ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି। ପାଶ୍ଚାତ୍ୟ ଦେଶର ନେତାମାନେ ମଧ୍ୟ ଏହା ସ୍ବୀକାର କରୁଛନ୍ତି।
୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ମର୍ନିଂ କନ୍ସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେରେ ଏହା ଜଣାପଡ଼ିଛି। ମୋଦିଙ୍କୁ ୭୮% ରେଟିଂ ମିଳିବା ସହ ଏବେ ବି ତାଙ୍କର ଲୋକପ୍ରିୟତା ବଜାୟ ରହିଛି ବୋଲି ସ୍ପଷ୍ଟ ହୋଇଛି।