Breaking NewsFeaturedଜାତୀୟ

ମନ୍ଦିରର ପୂଜାରୀ ପାଇବେ ମାସିକ ୯୦ ହଜାର ଟଙ୍କା ଦରମା

ଆସିଛି ଏକ ବଡ଼ ଖବର । ଏଣିକି ମନ୍ଦିରର ପୂଜାରୀ ପାଇବେ ମାସିକ ୯୦ ହଜାର ଟଙ୍କା ଦରମା । ଏଥିସହିତ କନିଷ୍ଠ ପୂଜାରୀଙ୍କୁ ୮୦ ହଜାର ଓ ସହାୟକ ପୂଜାରୀଙ୍କୁ ୬୫ ହଜାର ଟଙ୍କା ଦରମା ମିଳିବ ।

ଏ ବାବଦରେ ବାରାଣସୀ ସ୍ଥିତ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ତେବେ ମୋଟ ୫୦ ଜଣ ପୂଜାରୀଙ୍କୁ ନିଯୁକ୍ତି ଦିଆଯିବ । ସେଥିପାଇଁ ଖୁବଶୀଘ୍ର ବିଜ୍ଞାପନ ଜାରି କରାଯିବ । ବୀମା ଅର୍ଥ ବାବଦରେ ପୂଜାରୀଙ୍କୁ ୧୦ ହଜାର, ୭.୫ ହଜାର ଓ ୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com