ଜାତୀୟ
ଚନ୍ଦ୍ରଯାନର ସଫଳତା ପରେ ଗଗନଯାନ ଉପରେ ଲକ୍ଷ୍ୟ ରଖିଛି ଏହି ଅନୁସନ୍ଧାନକାରୀ ସଂସ୍ଥା
![](https://i0.wp.com/odia.mobilenews24x7.com/wp-content/uploads/2024/02/195157-lzeedjltcs-1697863213.jpg?resize=780%2C470&ssl=1)
ଚନ୍ଦ୍ରଯାନର ସଫଳତା ପରେ ଗଗନଯାନ ଉପରେ ଲକ୍ଷ୍ୟ ରଖିଛି ଏହି ଅନୁସନ୍ଧାନକାରୀ ସଂସ୍ଥା । ଗଗନଯାନ ମିଶନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ୪ ଜଣ ମହାକାଶଚାରୀଙ୍କନାମ ଘୋଷଣା କରିଛନ୍ତି ।
ମୋଦୀଙ୍କ ଘୋଷଣା ପୂର୍ବରୁ ଗଣମାଧ୍ୟମରେ ୪ଜଣ ମହାକାଶଚାରୀଙ୍କ ନାମ ଘୁରି ବୁଲୁଥିଲା । ସେ ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ମୋଦୀ ସେହି ୪ ମହାକାଶଚାରୀଙ୍କ ନାମ ଘୋଷଣା କରିଛନ୍ତି ।