ଓଡ଼ିଶା
ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବଢୁଚି ବିଜେଡି ବଳ

ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବଢୁଚି ବିଜେଡି ବଳ । ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ମିଶିଲେ ୫୦ ପରିବାର ।
ମୁଖ୍ଯମନ୍ତ୍ରୀଙ୍କ ନୀତି ଆଦର୍ଶ ତଥା ବିକାଶ ମୂଳକ କାର୍ଯ୍ଯରେ ଅନୁପ୍ରାଣିତ ହୋଇ ଦୋସିଙ୍ଗା ପଞ୍ଚାୟତର ୩୦ ପରିବାର ଓ ସୁନ୍ଦରପୁର ପଞ୍ଚାୟତର ୨୦ ପରିବାର ବିଜେଡିରେ ମିଶିଛନ୍ତି । ଜିଲ୍ଲା ପରିଷଦ ରଞ୍ଜନ ସାହୁ ଓ ପ୍ରିନ୍ସ ରାଜେଶ ନାୟକ ନବାଗତମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି।