ଓଡ଼ିଶା

ୟୁଟ୍ୟୁବର କାମିଆ ଜାନୀଙ୍କ ଭିଡିଓକୁ ନେଇ ଚାଲିଛି ତୁଚ୍ଛା ରାଜନୀତି

ୟୁଟ୍ୟୁବର କାମିଆ ଜାନୀଙ୍କ ଭିଡିଓକୁ ନେଇ ଚାଲିଛି ତୁଚ୍ଛା ରାଜନୀତି। ମହାପ୍ରଭୁଙ୍କ କାମରେ ବିଜେପିର ହୀନ ରାଜନୀତିକୁ ସମାଲୋଚନା କରିଛି ବିଜୁ ଜନତା ଦଳ ।

ବିଜେଡି ମୁଖପାତ୍ର ଇପସିତା ସାହୁ ଓ ସ୍ବୟଂପ୍ରକାଶ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇନଥିଲା । ରାଧାବଲ୍ଲଭ ମଠରେ ହୋଇଥିଲା ପ୍ରସାଦ ସେବନ। ମାତ୍ର ଓଡ଼ିଶାର ଗୌରବମୟ ଇତିହାସରେ ଇର୍ଷାନ୍ବିତ ହୋଇ ବଦନାମ ପାଇଁ ପ୍ରୟାସ କରୁଛି ବିଜେପି ।

Related Articles

Back to top button
WP Twitter Auto Publish Powered By : XYZScripts.com