ମନୋରଞ୍ଜନ

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ। ମହାଦେବ ସାଇବର ସେଲ୍ ତାଙ୍କୁ ସମନ ପଠାଇଛି। ମହାଦେବ ବେଟିଂ ଆପ୍ ସହ ଜଡିତ ଏକ ସହାୟକ ଆପର ପ୍ରମୋସନ କରିଥିବା ଅଭିଯୋଗରେ ସାଇବର ସେଲ୍ ତାଙ୍କୁ ସମନ ପଠାଇଛି।

ରିପୋର୍ଟ ଅନୁସାରେ, ମହାଦେବ ଅନଲାଇନ ଗେମିଂ ଏବଂ ବେଟିଂ ଆପର ଏକ ସହାୟକ ଆପର ପ୍ରମୋସନ କରୁଥିଲେ ତମନ୍ନା ଭାଟିଆ।

Related Articles

Back to top button
WP Twitter Auto Publish Powered By : XYZScripts.com