କ୍ରୀଡ଼ା

ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ପୂର୍ବତନ ଅଧିନାୟକ ବାବର ଆଜମ ଖୋଲା ବିଦ୍ରୋହ କରିଛନ୍ତି

ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ପୂର୍ବତନ ଅଧିନାୟକ ବାବର ଆଜମ ଖୋଲା ବିଦ୍ରୋହ କରିଛନ୍ତି। ଟ୍ବେଣ୍ଟି-୨୦ରେ ତାଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ କୁହାଯାଇଥିବାରୁ ଏଥି‌ନେଇ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି।

ଫଳରେ ପାକିସ୍ତାନ କ୍ରିକେଟ୍‌ରେ ହଇଚଇ ସୃଷ୍ଟି ‌ହୋଇଛି।

Related Articles

Back to top button